ବ୍ୟାଡମିଣ୍ଟନରେ ଦେଶ ପାଇଁ ଗୌରବ ଆଣୁଥିଲେ , ଏବେ ୟୁପିଏସସିରେ ବି ବିଜୟିନୀ ହେଲେ

ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ୟୁପିଏସସି)ରେ ସଫଳତା ହାସଲ କରିଛନ୍ତି । ୧୭୮ ରାଙ୍କ

Read more