ଗିରଫ କୁନାଲ ଜାନିଙ୍କ ଦୁଇଟି ବଡ ହୋଟେଲ ଡ୍ରଗ୍ସ ପାର୍ଟିର ହବ୍: ସାମିଲ ହୁଅନ୍ତି ବଲିଉଡ ସେଲିବ୍ରିଟି ଓ ବଡ ବ୍ୟବସାୟୀ

ମୁମ୍ବାଇ ୩୦/୦୯ : ହୋଟେଲ ବ୍ୟବସାୟୀ କୁନାଲ ଜାନିଙ୍କ ମୁମ୍ବାଇ ବର୍ଲି ଓ ବାନ୍ଦ୍ରା ଅଞ୍ଚଳରେ ଦୁଇଟି ବଡ ହୋଟେଲ ଅଛି। ଏହି ହୋଟେଲର ନାଁ Bastian।

Read more