ଦୁଷ୍କର୍ମ ମାମଲାରେ ନୂଆମୋଡ଼: ପୀଡ଼ିତା ସଂଯୁକ୍ତା ମହଲଙ୍କୁ ନିଜ ବିଭାଗରେ ଥଇଥାନ କଲେ ଶ୍ରମମନ୍ତ୍ରୀ

ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କୁ ରାଜ୍ୟ ସରକାର ଆଜି ଶ୍ରମ ବିଭାଗରେ ଥଇଥାନ କରିଛନ୍ତି ।

Read more