ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପାଇଁ ଉତ୍ସବ ମୁଖର ରାଇରଙ୍ଗପୁର, ଚାଲିଛି ୨୦ ହଜାର ଲଡ଼ୁ ପ୍ରସ୍ତୁତି

ଆସନ୍ତାକାଲି ରହିଛି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ଉତ୍ସବ ମୁଖର ହୋଇ ଉଠିଛି ରାଇରଙ୍ଗପୁର ସହର। ଦିନକ ପୂର୍ବରୁ ହିଁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ

Read more