ଯୁଗସାଇପାଟଣାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ; ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଯୁଗସାଇପାଟଣା ଅଞ୍ଚଳରେ ପୁଲିସ୍‌ କମ୍ବିଂ ଅପରେସନ ବେଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି କ୍ୟାମ୍ପ ଛାଡ଼ି ଚମ୍ପଟ ମାରିଛନ୍ତି।

Read more