ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ପୁନର୍ଗଠିତ, ଗୌରହରି ଦାସ ଅର୍ଥ କମିଟିକୁ ନିର୍ବାଚିତ

ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଅକାଦେମିର ଉଚ୍ଚ କ୍ଷମତାସମ୍ପନ୍ନ ଅର୍ଥ କମିଟିକୁ ଓଡ଼ିଆ ଭାଷା ଉପଦେଷ୍ଟାମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ମନୋନୀତ ହୋଇଛନ୍ତି। ରବୀନ୍ଦ୍ର ଭବନଠାରେ

Read more