ସମ ଅଲଟିମେଟ ମେଡ଼ିକେଆର ରେ ସଫଳ କିଡ଼ନୀ ପ୍ରତ୍ୟାରୋପଣ, ଲାପ୍ରୋସ୍କୋପିକ ପଦ୍ଧତିରେ ଡୋନୋରଙ୍କଠୁ କଢ଼ାଗଲା କିଡ଼ନୀ 

ଭୁବନେଶ୍ୱର, ୯/୪ : ଅସୁସ୍ଥ ଝିଅ କୁ କିଡ଼ନୀ ପ୍ରଦାନ କରି ପୁନର୍ଜନ୍ମ ଦେଲା ଜନ୍ମକଲା ମା | ସମ ଅଲଟିମେଟ ମେଡିକେୟାର ରେ ସଫଳ ଅସ୍ତ୍ରୋପଚାର

Read more