ମେଣ୍ଟ ଚର୍ଚ୍ଚା ଗଣମାଧ୍ୟମ କରୁଛି, ଆମେ ନୁହେଁ, ସବୁ ସିଟରେ ଲଢିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ ବିଜେପି : ଲତା ଉସେଣ୍ଡି

ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ପୁଣିଥରେ ଦୁଇ ଦଳ ଭିତରେ ମେଣ୍ଟ ଚର୍ଚ୍ଚାକୁ ନା କହିଛନ୍ତି ବିଜେପିର ବରିଷ୍ଠ ନେତୃତ୍ୱ ।

Read more