ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ

ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟର ଆଦିକବି ଓ ଜନମାନସର କବି। ପଞ୍ଚଦଶ ଶତକରେ ଓଡ଼ିଆ ସାହିତ୍ୟ କହିଲେ ଲୋକସାହିତ୍ୟ ସହିତ ସାନ୍ଧ୍ୟ ଭାଷାରେ ରଚିତ ଚର୍ଯ୍ୟାଗୀତିକା,

Read more