ବାଡିରେ ଫଳୁଛି ୯ ଫୁଟିଆ ଲାଉ, ଦେଖିବାକୁ ଭିଡ ଜମାଉଛନ୍ତି ଲୋକେ

ଆନନ୍ଦପୁର ୧୬।୦୧: ଆନନ୍ଦପୁର ପୈରାଞ୍ଚଳ ଶୈଲଙ୍ଗ ଗାଁର ଘନଶ୍ୟାମ ସାଙ୍କ ବାଡିରେ ଏବେ ଲୋକଙ୍କ ଗହଳି । ଘନଶ୍ୟାମଙ୍କ ବାଡିରେ ଫଳୁଛି ୯ଫୁଟ୍ ଲମ୍ଭର ଲାଉ ।

Read more