ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିନରେ ପାରିତ ହୋଇସାରିଛି ମହିଳା ସଂରକ୍ଷଣ ବିଲ୍

ରାଜ୍ୟସଭାରେ ଆଗତ ହେଲା  “ନାରୀ ଶକ୍ତି ବନ୍ଦନ ବିଧେୟକ”। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ମହିଳା ସଂରକ୍ଷଣ ବିଲ୍ ଆଗତ କରିଥିଲେ। ସେପଟେ, ଲୋକସଭାରେ ସର୍ବସମ୍ମତିରେ ବିଲ୍

Read more