ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭାଇ ବୋଲି ଦାବି କଲେ ବାଲେଶ୍ୱରର ଲକ୍ଷ୍ମୀକାନ୍ତ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କ ହତ୍ୟା ଅଭିଯୋଗ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏକ ନୂଆ ତଥ୍ୟ ପଦାକୁ ଆସିଛି ।

Read more