ସୁନା ଚୋରି ମାମଲା: ପିଅନ୍‌କୁ ଗିରଫ କଲା ପୋଲିସ

କୋରାପୁଟ: ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ୧ କେଜି ୬୧୦ଗ୍ରାମ ସୁନା ଚୋରି ମାମଲା। ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି

Read more