ବିଜେଡିର ଅପରାଧୀକରଣ ଏବଂ ପୋଲିସ ପ୍ରଶାସନର ରାଜନୀତିକରଣ ପାଇଁ ରାଜ୍ୟବାସୀ ଅସୁରକ୍ଷିତ: ଡ.ଲେଖାଶ୍ରୀ

ଭୁବନେଶ୍ୱର,ତା.୧୯/୦୨: ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ଦିନ ଦ୍ୱିପହରରେ ଗୁଳି ମାରି ହତ୍ୟା କରିଲେ ।

Read more