ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ଜାଣନ୍ତୁ ତାଙ୍କର ଜୀବନୀ ଏବଂ କ୍ୟାରିୟର ବିଷୟରେ

ନୂଆଦିଲ୍ଲୀ ୨୫।୦୧: ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ବାଣିଜ୍ୟ-ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଛି।

Read more