ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ AICCକୁ ଲେଖିଲେ କଡ଼ା କଥା

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମିଳିଛି ଝଟକା। ଟିକେଟ ଫେରାଇ ଦେଇଛନ୍ତି ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ନିର୍ବାଚନ ଲଢ଼ିବା ପାଇଁ  ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା

Read more