ସୁନା ସୋରୁମରୁ ୭ ଜଣ ଲୁଟେରା ଲୁଟି ନେଲେ ୧୨ କୋଟିର ସୁନା ଓ ହୀରା

ବ୍ୟାସନଗର:ଆଜି ମଧ୍ୟାହ୍ନରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି। ସହରରେ ଦୀର୍ଘ ଦିନରୁ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ

Read more