ଲୁଟ୍‌ କରି ଫେରାର୍ ମାରୁଥିଲେ; ଫିଲ୍ମ ଷ୍ଟାଇଲ୍‌ରେ ୨ ଲୁଟେରାକୁ କାବୁକଲା ପୁଲିସ୍

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍ ଲୁଟ୍‌ କରି ଫେରାର୍ ମାରୁଥିବା ୨ ଅଭିଯୁକ୍ତକୁ ଫିଲ୍ମ ଷ୍ଟାଇଲରେ କାବୁ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ

Read more