ପୋଲିସ ହାତରେ ଧରାପଡିଲା ହାଇୱେ ଲୁଟେରା ଗ୍ୟାଙ୍ଗ: ୮ ଗିରଫ

କନ୍ଧମାଳ : ୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ।

Read more