୬ ମାସ ପରେ ଖୋଲିଲା ମା ମଝିଘରିଆଣୀଙ୍କ ହୁଣ୍ଡି, ବାହାରିଲା ୬୦ ଲକ୍ଷ ଟଙ୍କା

ରାୟଗଡ଼ା ୧୭।୦୩ : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିଲା । ଦୀର୍ଘ ୬ ମାସରୁ ଅଧିକ ସମୟ ପରେ ଗତକାଲି ହୁଣ୍ଡି ଖୋଲାଯାଇଥିଲା

Read more