ଏହି ଗାଁରେ ମଦ ଓ ଆମିଷ ଉପରେ ପ୍ରତିବନ୍ଧକ ଲଗାଇଲେ ‘ଦେବତା’: ଉଲ୍ଲଙ୍ଘନ କଲେ ଜରିମାନା ସହ ଦଣ୍ଡ

କୁଲ୍ଲୁ ୧୬/୧୨ : ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାର ଦେବ ସଂସ୍କୃତି ସହ ଜଡିତ ମଲାଣା ଗାଁରେ ସ୍ଥାନୀୟ ଦେବତା ପୁରା ଗାଁରେ ମଦ ଓ ମାଂସ,

Read more