ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦଙ୍କ ପରଲୋକ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗାଁର ବର୍ଷୀୟାନ କଳାକାର ମଧୁସୂଦନ ମହାନନ୍ଦ(୭୦ବର୍ଷ)ଙ୍କ ଶନିବାର ପରଲୋକ ଘଟିଛି। ସକା‌ଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଟିଟିଲାଗଡ଼

Read more