ଦୁର୍ନୀତି କରୁଥିବା କଂଗ୍ରେସର ଲଙ୍କା ଗଦାରେ ଧ୍ବଂସ କରିଦେବି: ଶିବରାଜ ସିଂହ ଚୌହାନ

ଗୁନା: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳର ନେତା ଖୁବ ଜୋରସୋରରେ ପ୍ରଚାର କରିବା ଆରମ୍ଭ କରିଛନ୍ତି। ସମସ୍ତେ ନିଜ ନିଜର ଦଳକୁ

Read more