କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ମୃତ୍ୟୁ

ପୁଣି ଗଲା ଆଉ ଏକ ଚିତାର ଜୀବନ । ବୁଧବାର ସକାଳେ ମଧ୍ୟପ୍ରଦେଶ କୁନୋ ଜାତୀୟପ୍ରାଣୀ ଉଦ୍ୟାନରେ ‘ଧାତ୍ରୀ’ ନାମକ ଚିତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି

Read more