ପ୍ରବଳ ବର୍ଷାରେ ବି ବଡ଼ ଦେଉଳ ଚୂଡ଼ାରେ ଜଳିଲା ମହାଦୀପ

ରଥଯାତ୍ରା ବେଳେ ଅଲୌକିକ ଘଟଣା। ପ୍ରବଳ ବର୍ଷାରେ ବି ଜଳିଲା ମହାଦୀପ। ଆଡପ ମଣ୍ଡପ ପହଣ୍ଡି ପରେ ଗତକାଲି ହରିଶୟନ ଏକାଦଶୀ ଅବସରରେ ଦେଖିବାକୁ ମିଳିଥିଲା ଚମତ୍କାର।

Read more