ମହାନଦୀ ଜଳ ବିବାଦ ମାମଲା : ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି, ଜାନୁଆରୀ ୭କୁ ତାରିଖ ଧାର୍ଯ୍ୟ

ନୂଆଦିଲ୍ଲୀ ୧୯।୧୧ : ମହାନଦୀ ଜଳ ବିବାଦ ମାମଲା । ଟ୍ରିବ୍ୟୁନାଲରେ ପୁଣି ଘୁଞ୍ଚିଲା ଶୁଣାଣି । ପରବର୍ତ୍ତୀ ଶୁଣାଣି ୨୦୨୩ ଜାନୁଆରୀ ୭ରେ ହେବ ।

Read more