ମହିଳା ସଶକ୍ତିକରଣ କ୍ଷେତ୍ରରେ ‘ମିଶନଶକ୍ତି’ର ଭୂମିକା ଗୁରୁତ୍ଵପୂର୍ଣ୍ଣ, ପ୍ରଶଂସା କଲେ ଜାତିସଂଘ ଅଧିକାରୀ

ଭୁବନେଶ୍ୱର ୨୧।୦୯: ‘ମିଳିତ ଜାତିସଂଘ ମହିଳା’ର ଭାରତ ପ୍ରତିନିଧିଙ୍କ ଓଡିଶା ସରକାରଙ୍କୁ ପ୍ରଶଂସା। ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କଲେ ୟୁଏନ ଓମ୍ୟାନର ଭାରତ ପ୍ରତିନିଧି

Read more