ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର ଅନୁଷ୍ଠିତ

ଭୁବନେଶ୍ୱର ୧୪।୦୩ : ମୈତ୍ରେୟୀ ଲେଖିକା ସଙ୍ଗଠନର ଆଭାସୀ ଆସର ଅନୁଷ୍ଠିତ ହୋଇଯାଇଛି । ଲୋପାମୁଦ୍ରା ପରିଡାଙ୍କର ଭକ୍ତି ଅର୍ଘ୍ୟରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

Read more