‘ବିଜେପିକୁ ହରାଇବାକୁ ସବୁ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ପଡିବ’ କେନ୍ଦ୍ର ବିରୋଧରେ ମମତାଙ୍କର ଆହ୍ୱାନ

କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।୩୦ ଘଣ୍ଟାରୁ ଅଧିକ ସମୟ ଧରି ଧାରଣାରେ ବସିଲେଣି ଦିଦି ।

Read more