ଝିଅ ଜନ୍ମ ହେବାରୁ ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ, ନବଜାତକକୁ ହତ୍ୟା ଉଦ୍ୟମ

ବାଙ୍କୀ : ଝିଅ ଜନ୍ମ ହେବାରୁ ଶ୍ବଶୁର ଘରେ ଜ୍ବାଇଁର ଉନ୍ମତ୍ତକାଣ୍ଡ। ନବଜାତକକୁ ହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ବ୍ଲକ୍

Read more