ରେସ୍ତୋରାଁ ‘ଚିକେନ୍‌’ ଥାଳିରୁ ବାହାରିଲା ମଲାମୂଷା; ମ୍ୟାନେଜର୍‌ ଓ ରୋଷେୟାଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ଜଣେ ଗ୍ରାହକଙ୍କୁ ପରିବେଷଣ କରାଯାଇଥିବା ‘ଚିକେନ୍‌’ ଥାଳିରୁ ମଲାମୂଷା ବାହାରିବାରୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଲୋକପ୍ରିୟ ରେସ୍ତୋରାଁର ମ୍ୟାନେଜର୍‌ ଓ ରୋଷେୟାଙ୍କ ନାଁ’ରେ

Read more