ପାହାଳ ରାସ୍ତା ପାଲଟିଛି ମରଣ ଯନ୍ତା, ପୁଣି ନେଲା ଜଣଙ୍କ ମୁଣ୍ଡ

ରାସ୍ତାକଡରେ ଅଟୋ ଟିଏ ଆଉ ତା ଭିତରେ ଜଣେ ମହିଳା ଛାତି ଫଟା କାନ୍ଦ କାନ୍ଦି ଚାଲିଛନ୍ତି । ସତେ ଯେମିତି କାନ୍ଦ ଆଉ ବନ୍ଦ ହେବନି

Read more