ସଂସଦୀୟ ବୋର୍ଡ ଓ ରାଷ୍ଟ୍ରୀୟ ସଭାପତି ଯାହା ନିଷ୍ପତ୍ତି ନେବେ ତାହାକୁ ମାନିବୁ : ମନମୋହନ

ବିଜେପି ଏକାକୀ ଲଢିବ ଏବଂ ସରକାର ଗଢିବ ବୋଲି ମନମୋହନ ବୟାନ ଦେବାର କିଛି ଘଣ୍ଟା ମଧ୍ୟରେ ପୁଣିଥରେ ଗଣମାଧ୍ୟମରେ ମେଣ୍ଟକୁ ନେଇ ଭିନ୍ନ ଏକ ବୟାନ

Read more