କେବେ ତୁଟିବ ଓଲିଉଡ୍ କଳି ? ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବସିଲା ବୈଠକ ହେଲେ ଆସିଲେନି ମନୋଜ ମିଶ୍ର

କେବେ ତୁଟିବ ଓଲିଉଡ୍ କଳି ? ବିବାଦ ସମାଧାନର ବାଟ ବାହାରିବ କି ? ଆଜି ଓଡ଼ିଶା ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକରେ ଆଲୋଚନା ହୋଇଛି ।

Read more