ତୁମୁଡିବନ୍ଧ ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ବିଦ୍ୟାଳୟରେ ରାଜନୀତି ବନ୍ଦ କରିବାକୁ ଉଲ୍ଲେଖ

ବାଲିଗୁଡା ୨୩।୮: ବହୁ ଦିନର ବ୍ୟବଧାନ ପରେ କନ୍ଧମାଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ଛକରେ ଗଛ, ବିଦ୍ୟୁତ ଖୁଣ୍ଟରେ ଲାଗିଛି

Read more