ଭୁଶୁଡ଼ୁଛି ମାଓ ଗଡ଼, କନ୍ଧମାଳ ପୋଲିସ ପାଖରେ ଜଣେ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ପୋଲିସ ପାଖରେ ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ରେ ସକ୍ରିୟ ଥିବା ମାଓବାଦୀ ରାହୁଲ ମୂଷାକୀ ଆତ୍ମସମର୍ପଣ କରିଛି । ସୁକୁମା ଜିଲ୍ଲା ତଲତ ଗାଁରେ ରାହୁଲର

Read more