ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛା ଗିରଫ, ଥାନାରେ ରହିଛି ୭ ଅଭିଯୋଗ

ମୋହନା, ୧୨/୦୮: ମାଓ ସଂଗଠନ ଛାଡ଼ିଥିବା ଜଣେ ମାଓବାଦୀକୁ ଗିରଫ କଲା ଅଡବା ପୋଲିସ୍ । ଗିରଫ ମାଓ ଅଭିଯୁକ୍ତ ହେଲେ ଡେକାପଙ୍କା ଗାଁର ପ୍ରଫୁଲ୍ଲ ପରିଚ୍ଛା

Read more