ମାଲେସିଆରେ ଭୟଙ୍କର ଭୁସ୍ଖଳନ । ୨୧ ମୃତ

ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଭୟଙ୍କର ଭୁସ୍ଖଳନ । ଏହି ଭୁସ୍ଖଳନରେ ଏପର୍ଯ୍ୟନ୍ତ ୨୧ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକେ ଏବେବି ନିଖୋଜ ଅଛନ୍ତି ।

Read more