ମାଟିକଳା ବୋର୍ଡ” ଗଠନ ଦାବି ଯଥାର୍ଥ: ବିଜେପି

ଭୁବନେଶ୍ୱର ତା.୨୮/୦୯: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତିକୁ ନେଇ ସନ୍ଦିହାନ ।

Read more