ମୌସୁମୀ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି, ୩୦ ପ୍ଲାଟୁନ ଫୋର୍ସ ଓ ୧୨୦ ଅଫିସର ନିୟୋଜିତ

ଭୁବନେଶ୍ୱର, ୩୧/୦୮:  ବୁଧବାରଠାରୁ ଆରମ୍ଭ ହେଉଛି ବିଧାନସଭାରେ ମୌସୁମୀ ଅଧିବେଶନ । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅଭୟ । ବିଧାନସଭାର ସୁରକ୍ଷା

Read more