ଏଣିକି ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ମଧ୍ୟପ୍ରଦେଶ ୧୨/୧୦: ଛାତ୍ରଛାତ୍ରଙ୍କ ପାଇଁ ଖୁସି ଖବର । ଏଣିକି ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ । ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା

Read more