ଏମ୍‌ସିଏଲ୍ ବଡ଼ ଖିଲାପି ଜିଲ୍ଲାରେ ୧୨୫ କୋଟି ଟଙ୍କାର ଜଳକର ବାକି

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ):  ଶିଳ୍ପାନୁଷ୍ଠାନଗୁଡ଼ିକ ସରକାରଙ୍କ ବିଭିନ୍ନ ଜଳ ଉତ୍ସରୁ ମନଇଚ୍ଛା ପାଣି ଶୋଷୁଛନ୍ତି। ଅଥଚ ଜଳକର ଦେଲା ବେଳକୁ କୁନ୍ଥୁ କୁନ୍ଥୁ। ସ୍ଥିତି ଏମିତି ହୋଇଛି

Read more