ଏମ୍ସରେ ରୋଗୀଙ୍କୁ ମିଳିବ ମିଲେଟରୁ ପ୍ରସ୍ତୁତ ଖାଦ୍ୟ : ଟିଫିନ, ଲଞ୍ଚ, ଡିନରରେ ଦିଆଯିବ ମିଲେଟ୍ ଫୁଡ୍

ଆଜିଠାରୁ ଭୁବନେଶ୍ବର ଏମ୍ସରେ ରୋଗୀଙ୍କ ପାଇଁ ଉପଲବ୍ଧ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ । ଯାହା ଗର୍ଭବତୀ ମହିଳାଙ୍କ ସହ ରକ୍ତହୀନତା ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ।

Read more