ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ମେଡିକାଲ ଏଜୁକେଶନ ବିଭାଗ ଉଦ୍‌ଘାଟିତ

ଭୁବନେଶ୍ୱର, ୩/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋମବାର ମେଡିକାଲ୍ ଏଜୁକେଶନ ବିଭାଗ ଉଦ୍‌ଘାଟିତ ହୋଇଯାଇଛି।

Read more