ଏମ୍‌କେସିଜିରୁ ଔଷଧ ଚୋରି ଘଟଣା: ଅଧୀକ୍ଷକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରୁ ଔଷଧ ଚୋରି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି। ବଡ଼ ଡାକ୍ତରଖାନା ରେଜିଷ୍ଟ୍ରାର୍‌ ସଂଗ୍ରାମ ପଣ୍ଡାଙ୍କ ନେତୃତ୍ବରେ ଗଠିତ ହୋଇଥିବା ତଦନ୍ତ

Read more