ମଙ୍ଗଳବାର ଭୁବନେଶ୍ବର ଆସିବେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍, ଦିଆଯିବ ସ୍ବତନ୍ତ୍ର ସମ୍ବର୍ଦ୍ଧନା

ଭୁବନେଶ୍ବର ୧୬।୮: ଭୁବନେଶ୍ବର ଆସିବେ ଭାରତୀୟ ହକି ଟିମ୍ । ୧୭ ତାରିଖ ସକାଳ ୧୧ଟା ୧୦ରେ ମହିଳା ଓ ପୁରୁଷ ହକି ଦଳ ଆସି ପହଞ୍ଚିବେ ।

Read more