ଟୋଲ ଫ୍ରି ନମ୍ବରରେ କଲ୍‌ କଲେ ମିଳୁଛି ମାନସିକ ସ୍ବାସ୍ଥ୍ୟ ପରାମର୍ଶ

କଟକ : ରାଜ୍ୟରେ ଆରମ୍ଭ ହୋଇଛି ଟେଲି-ମାନସ ସେବା। ଟେଲି କନ୍‌ଫରେନ୍ସିଂ ମାଧ୍ୟମରେ ରୋଗୀ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା

Read more