୨୯ ତାରିଖ ରାତିିରୁ ଉତ୍ତର-ପଶ୍ଚିମ ଭାରତକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ

ଆଉ ଏକ ପଶ୍ଚିମାଝଡ ପ୍ରଭାବରେ ଭିଜିବ ଓଡିଶା । ଆସନ୍ତା ୨୯ ତାରିଖ ରାତିରୁ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ଆଉ ଏକ ପଶ୍ଚିମାଝଡ ।

Read more