MI vs Punjab Kings: କ୍ରମାଗତ ତିନି ପରାଜୟ ପରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ, ଛକା ମାରି ଦଳକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆବୁଧାବି ୨୮।୦୯: ଆଇପିଏଲ-୨୦୨୧ର ୪୨ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ଦ୍ଵିତୀୟ ପର୍ଯ୍ୟାୟରେ କ୍ରମାଗତ ତିନୋଟି ପରାଜୟ ପରେ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିଅନ

Read more