ଦାଦନ ଖଟିବାକୁ କେରଳ ଯାଇ ପ୍ରବାସୀ ଓଡ଼ିଆ ଯୁବକ ମୃତ, ଏକମାତ୍ର ପୁଅକୁ ହରାଇ ବେସାହାରା ହୋଇଗଲେ ବାପା-ମା

ଘୁ.ଉଦୟଗିରି: ଦାଦନ ଖଟିବାକୁ ଯାଇ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନ୍‌ଏସି ୧ ନଂ ୱାର୍ଡ଼ ଅନ୍ତର୍ଗତ

Read more